ଓଡ଼ିଶାଲାଇଭ୍ ବ୍ୟୁରୋ

DPS paradip refinery-2

ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ପାରାଦୀପ ରିଫାଇନାରୀ ଅଧୀନରେ ବିଭିନ୍ନ ବିଭାଗରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଜୁନ୍ ମାସ ୧୫ ତାରିଖ ଯାଏଁ ଆବେଦନ କରିପାରିବେ।

କେମେଷ୍ଟ୍ରୀ (ଭୋକାଲ୍ ମ୍ୟୁଜିକ୍):
  • ଯୋଗ୍ୟତା- ସଂପୃକ୍ତ ବିଷୟରେ ୫୫ ପ୍ରତିଶତ ମାର୍କ ସହ ବି.ଏଡ୍ କରିଥିବେ। କମ୍ପ୍ୟୁଟରରେ ଜ୍ଞାନ ଥିବା ସହ ଇଂରାଜୀ ଭାଷାରେ ଦକ୍ଷତା ଥିବ। କୌଣସି CBSE ସ୍କୁଲରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ାଇବାରେ ଅତିମରେ ୫ ବର୍ଷର ଅଭିଜ୍ଞତା ଥିବ।
  • ଦରମା- ୪୦୦୦୦ ଟଙ୍କା

ଟି.ଜି.ଟି (ଇଂରାଜୀ):

  • ଯୋଗ୍ୟତା- ସ୍ନାତକ ତଥା ସ୍ନାତକୋତ୍ତର ଡିଗ୍ରୀ ସହ (୫୫ ପ୍ରତିଶତ ମାର୍କ) ବି.ଏଡ୍, ସି.ଟି.ଇ.ଟି/ଟି.ଇ.ଟି କରିଥିବେ। ଯେକୌଣସି CBSE ସ୍କୁଲରେ ଅତିକମରେ ୫ ବର୍ଷ ପାଠ ପଢ଼ାଇବାର ଅଭିଜ୍ଞତା ଥିବ। କମ୍ପ୍ୟୁଟରରେ ଜ୍ଞାନ ଥିବା ସହ ଇଂରାଜୀ ଭାଷାରେ ଦକ୍ଷତା.ଥିବ।
  • ଦରମା- ୩୫୦୦୦ ଟଙ୍କା

ପି.ଆର୍.ଟି (କେମେଷ୍ଟ୍ରୀ, ହିନ୍ଦୀ, ଓଡ଼ିଆ, ଏସ୍.ଏସ୍.ଟି):

  • ଯୋଗ୍ୟତା- ସ୍ନାତକ ତଥା ସ୍ନାତକୋତ୍ତର ଡିଗ୍ରୀ ସହ (୫୫ ପ୍ରତିଶତ ମାର୍କ) ବି.ଏଡ୍, ସି.ଟି.ଇ.ଟି/ଟି.ଇ.ଟି କରିଥିବେ। ଯେକୌଣସି CBSE ସ୍କୁଲରେ ଅତିକମରେ ୫ ବର୍ଷ ପାଠ ପଢ଼ାଇବାର ଅଭିଜ୍ଞତା ଥିବ। କମ୍ପ୍ୟୁଟରରେ ଜ୍ଞାନ ଥିବା ସହ ଇଂରାଜୀ ଭାଷାରେ ଦକ୍ଷତା.ଥିବ।
  • ଦରମା- ୩୦୦୦୦ ଟଙ୍କା

ମଦର ଟିଚର (ପ୍ରି-ପ୍ରାଇମେରୀ ସ୍କୁଲ୍):

  • ଯୋଗ୍ୟତା- ସ୍ନାତକ/NCTE ଦ୍ୱାରା ସ୍ୱୀକୃତିପ୍ରାପ୍ତ କଲେଜରୁ ନର୍ସରୀ ଟ୍ରେନିଂ ନେଇଥିବେ। କମ୍ପ୍ୟୁଟରରେ ଜ୍ଞାନ ଥିବା ସହ ଇଂରାଜୀ ଭାଷାରେ ଦକ୍ଷତା.ଥିବ। ଯେକୌଣସି CBSE ସ୍କୁଲରେ ଅତିକମରେ ୫ ବର୍ଷ ପାଠ ପଢ଼ାଇବାର ଅଭିଜ୍ଞତା ଥିବ।
  • ଦରମା- ୨୦୦୦୦ ଟଙ୍କା

ସ୍ପେଶିଆଲ୍ ଏଜୁକେଟର୍:

  • ଯୋଗ୍ୟତା- ସାଇକୋଲୋଜୀରେ ଏମ୍.ଏ କରିବା ସହ ଯେକୌଣସି ଭିନ୍ନକ୍ଷମ ବିଭାଗରେ ସ୍ପେଶିଆଲାଇଜେସନ୍ କରିଥିବେ। କମ୍ପ୍ୟୁଟରରେ ଜ୍ଞାନ ଥିବା ସହ ଇଂରାଜୀ ଭାଷାରେ ଦକ୍ଷତା.ଥିବ। ଯେକୌଣସି CBSE ସ୍କୁଲରେ ଅତିକମରେ ୫ ବର୍ଷ ପାଠ ପଢ଼ାଇବାର ଅଭିଜ୍ଞତା ଥିବ।
  • ଦରମା- ୩୦୦୦୦ ଟଙ୍କା

ବୟସ ସୀମା:

  • ପି.ଜି.ଟି-୪୫ ବର୍ଷ
  • ଟି.ଜି.ଟି- ୪୦ ବର୍ଷ
  • ପି.ଆର୍.ଟି-୩୫ ବର୍ଷ

ଆବେଦନ ପ୍ରକ୍ରିୟା– ଓ୍ୱେବସାଇଟରୁ ଆବେଦନପତ୍ର ଡାଉନଲୋଡ୍ କରି ପୂରଣ କରିବେ ଏବଂ ଏହା ସହ ଆବଶ୍ୟକୀୟ ସମସ୍ତ ସାର୍ଟିଫିକେଟର ଫଟୋକପିକୁ ଜୁନ୍ ୧୫ ସୁଦ୍ଧା ନିମ୍ନଲିଖିତ ଠିକଣାକୁ ପଠାଇବେ।

ଠିକଣା– ଦି ପ୍ରିନ୍ସିପାଲ୍, DPS ପାରାଦୀପ ରିଫାଇନାରୀ, IOCL ଟାଉନସିପ୍, ପି.ଓ-ପାରାଦୀପଗଡ଼, ଭାୟା-କୁଜଙ୍ଗ, ଜିଲ୍ଲା- ଜଗତସିଂହପୁର, 754141

ଅଧିକ ଜାଣିବା ପାଇଁ dpsparaip.edu.inରେ ଲଗ୍ଇନ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here