ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ଆପଣ ଜୀବାଣୁଠାରୁ ଦୂରରେ ରହିବାକୁ ଚାହାଁନ୍ତି, ତେବେ ନିୟମିତ ଭାବେ ହାତ ଧୋଇବା ଏବଂ ଲଗାତାର ପରିଷ୍କାର କରିବା ଅତ୍ୟନ୍ତ ଜରୁରୀ, କିନ୍ତୁ ପ୍ରତି ଘଣ୍ଟାରେ ହାତ ଧୋଇବା କିମ୍ବା ଚର୍ମକୁ ପରିଷ୍କାର କରିବା ଯୋଗୁଁ ହାତର ତ୍ୱଚା ଶୁଷ୍କ ହୋଇଯାଉଥିବ। ଏପରି ପରିସ୍ଥିତିରେ ଆପଣ କିଛି ଆପଣେଇ ହାତକୁ ଶୁଷ୍କତାକୁ ଦୂର କରିପାରିବେ।

୧ – ଆପଣ ମଶ୍ଚରାଇଜିଂ ସାବୁନରେ ହାତ ଧୁଅନ୍ତୁ ଓ ଜେଲଯୁକ୍ତ  ସାନିଟାଇଜର ବ୍ୟବହାର କରନ୍ତୁ।

୨-  ପ୍ରତ୍ୟେକ ଥର ଆପଣ ହାତ ଧୋଇବା ପରେ ମଶ୍ଚରାଇଜର କିମ୍ବା ଭେସଲିନ୍ ବ୍ୟବହାର କରନ୍ତୁ।

୩- ଶୁଖିଲା ଚର୍ମକୁ ଭଲ କରିବା ପାଇଁ ବାରମ୍ବାର ହାତରେ ନଡିଆ ତେଲ ବ୍ୟବହାର କରନ୍ତୁ।

୪- ବାସନ, ପୋଷାକ ସଫା କରିବା ସମୟରେ ହାତରୟରେ ଗ୍ଲୋଭ୍‌ସ ବ୍ୟବହାର କରନ୍ତୁ।

ସମସ୍ତ ପ୍ରକାର ଟିପ୍ସ ଆପଣେଇବା ପରେ ବି ଯଦି ଆପଣଙ୍କ ଚର୍ମ ଗଲ ହେଉନାହିଁ ତେବେ ଶୀଗ୍ୟ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

LEAVE A REPLY

Please enter your comment!
Please enter your name here