ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana

ସୁବର୍ଣ୍ଣପୁର ଜିଲ୍ଲାରେ ବିଭିନ୍ନ ପଦବୀରେ NHM କର୍ମଚାରୀଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁନ୍ ୧୮ ଯାଏଁ ଜାରି ରହିବ।

ପଦବୀ-

  • ଆୟୁଷ ଡାକ୍ତର- ୫ଟି ପଦବୀ
  • ଡିଷ୍ଟ୍ରିକ୍ଟ ଡାଟା ମ୍ୟାନେଜର, IDSP- ଗୋଟିଏ ପଦବୀ
  • ବ୍ଲକ୍ ଡାଟା ମ୍ୟାନେଜର- ଗୋଟିଏ ପଦବୀ
  • ଅପଟୋମେଟ୍ରିଷ୍ଟ, DEIC- ଗୋଟିଏ ପଦବୀ
  • ସୋସିଆଲ ଓ୍ୱାର୍କର, DEIC- ଗୋଟିଏ ପଦବୀ
  • କ୍ଲିନିକାଲ ସାଇକୋଲୋଜୀଷ୍ଟ, NMHP- ଗୋଟିଏ ପଦବୀ
  • ସାଇକିଆଟ୍ରିକ୍ ସୋସିଆଲ ଓ୍ୱାର୍କର, NMHP- ଗୋଟିଏ ପଦବୀ
  • ଡିଷ୍ଟ୍ରିକ୍ଟ ପିପିଏମ୍ କୋର୍ଡିନେଟର୍, RNTCP- ଗୋଟିଏ ପଦବୀ
  • ସିନିୟର ଟ୍ରିଟମେଣ୍ଟ ସୁପରଭାଇଜର, RNTCP- ଗୋଟିଏ ପଦବୀ
  • କେସ୍ ରେଜିଷ୍ଟ୍ରି ଆସିଷ୍ଟାଣ୍ଟ, NMHP- ଗୋଟିଏ ପଦବୀ
  • ମେଡିକାଲ ରିକର୍ଡ ଆସିଷ୍ଟାଣ୍ଟ, IDSP- ଗୋଟିଏ ପଦବୀ
  • ମେଡିକାଲ ଅଫିସର, DEIC- ଗୋଟିଏ ପଦବୀ
  • ମେଡିକାଲ ଅଫିସର, NPCDCS- ଗୋଟିଏ ପଦବୀ
  • ମେଡିକାଲ ଅଫିସର, SNCU- ୩ଟି ପଦବୀ
  • ମେଡିକାଲ ଅଫିସର-DTC-RNTCP- ଗୋଟିଏ ପଦବୀ
  • ଡେଣ୍ଟାଲ୍ ଟେକ୍ନିସିଆନ୍, DEIC- ଗୋଟିଏ ପଦବୀ
  • ପେଡିଆଟ୍ରିସିଆନ୍, DEIC- ଗୋଟିଏ ପଦବୀ
  • ଆୟୁଷ ହୋମିଓପାଥି (ମହିଳା), RBSK- ୫ଟି ପଦବୀ
  • ଆୟୁଷ ହୋମିଓପାଥି (ପୁରୁଷ), RBSK- ଗୋଟିଏ ପଦବୀ
  • ଆୟୁଷ ଆୟୁର୍ବେଦିକ୍ (ମହିଳା), RBSK- ୩ଟି ପଦବୀ
  • ANM/ଷ୍ଟାଫ୍ ନର୍ସ, RBSK- ୩ଟି ପଦବୀ
  • ଫାର୍ମାସିଷ୍ଟ, RBSK- ୩ଟି ପଦବୀ

ଆବେଦନ ପ୍ରକ୍ରିୟା– ଉପରୋକ୍ତ ପଦବୀରେ NHM ଅଧିନରେ କାର୍ଯ୍ୟରତ କର୍ମଚାରୀମାନେ ନିଜର ଆବେଦନପତ୍ର ଏବଂ ସମସ୍ତ ଆବଶ୍ୟକୀୟ ସାର୍ଟିଫିକେଟ ନିମ୍ନଲିଖିତ ଠିକଣାରେ ଡାକ ମାଧ୍ୟମରେ (ଜୁନ୍ ୧୮ ସଂଧ୍ୟା ୫ଟା ପୂର୍ବରୁ) ପଠାଇଦେବେ।

ଠିକଣା– ଚିଫ୍ ଡିଷ୍ଟ୍ରିକ୍ଟ ମେଡିକାଲ ଆଣ୍ଡ ପବ୍ଲିକ୍ ହେଲ୍ଥ୍ ଅଫିସର, ସୁବର୍ଣ୍ଣପୁର

ଅଧିକ ସୂଚନା ପାଇଁ subarnapur.nic.inରେ କ୍ଲିକ୍ କରନ୍ତୁ।

Comment