ଓଡ଼ଶାଲାଇଭ୍ ବ୍ୟୁରୋ

odisha sasana

ସୁନ୍ଦରଗଡ଼ ଜିଲ୍ଲାରେ ଡିଷ୍ଟ୍ରିକ୍ଟ ପ୍ରୋଗ୍ରାମ କୋର୍ଡିନେଟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ଜୁନ୍ ୩୦ ତାରିଖ ଯାଏଁ ଆବେଦନ କରିପାରିବେ। ଏହି ନିଯୁକ୍ତି ସ୍ପେଶିଆଲ୍ ଡେଭେଲପମେଣ୍ଟ କାଉନସିଲ୍ ଅଫିସରେ ଦିଆଯିବ।

ଯୋଗ୍ୟତା– ଆନ୍ଥ୍ରୋପୋଲୋଜୀ/ଇରୋନୋମିକ୍ସ/ସୋସିଆଲ ଓ୍ୱାର୍କ/ସୋସିଓଲୋଜୀ/ରୁରାଲ୍ ଡେଭେଲପମେଣ୍ଟ/ଟ୍ରାଇବାଲ୍ ଷ୍ଟଡିଜ୍/ପପୁଲେସନ୍ ଷ୍ଟଡିଜରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ। ଏହା ସହ ଟ୍ରାଇବାଲ୍ ଡେଭେଲପମେଣ୍ଟ ବା ରୁରାଲ ଡେଭେଲପମେଣ୍ଟରେ ଅତିକମରେ ଦୁଇ ବର୍ଷ କାର୍ୟ୍ୟ କରିବାର ଅଭିଜ୍ଞତା ଥିବ।

ବୟସ ସୀମା– ୨୫ରୁ ୬୦ ବର୍ଷ

ଦରମା– ୩୫,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ଓ୍ୱେବସାଇଡରୁ ଆବେଦନପତ୍ର ଡାଉନଲୋଡ କରି ପୂରଣ କରିବେ। ଏହାକୁ ଜୁନ୍ ୩୦ ତାରିଖ ସୁଦ୍ଧା ଡାକ ମାଧ୍ୟମରେ ନିମ୍ନଲିଖିତ ଠିକଣାକୁ ପଠାଇଦେବେ।

ଠିକଣା- ସେକ୍ରେଟାରୀ, SDC-cum-PA, ITDA, ସୁନ୍ଦରଗଡ଼, ପିନ୍- 770001

ଅଧିକ ସୂଚନା ପାଇଁ sundergarh.nic.inରେ କ୍ଲିକ୍ କରନ୍ତୁ।

Comment