ଓଡ଼ିଶାଲାଇଭ୍ ବ୍ୟୁରୋ

berhampur university logo

 

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ଭିନ୍ନ ଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଜୁଲାଇ ୮ ତାରିଖରେ ଅନୁଷ୍ଠିତ ହେବ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ।

SPER- ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ (ସେଲ୍ଫ ଫାଇନାନ୍ସିଂ କୋର୍ସ)

ପ୍ରଫେସର:

  • ପଦବୀ- ଗୋଟିଏ (ସାଧାରଣ ବର୍ଗ)
  • ବିଭାଗ- PAQA ବା ଫାର୍ମାସ୍ୟୁଟିକ୍ସ
  • ଦରମା- ୬୦,୦୦୦ ଟଙ୍କା
  • ଇଣ୍ଟରଭ୍ୟୁ ସମୟ- ଜୁଲାଇ ୮ ସକାଳ ୧୧ଟା

ଲେକ୍ଚରର୍:

  • ପଦବୀ- ଗୋଟିଏ (SC)
  • ବିଭାଗ- PAQA ବା ଫାର୍ମାସ୍ୟୁଟିକ୍ସ
  • ଦରମା- ୨୧,୬୦୦ ଟଙ୍କା
  • ଇଣ୍ଟରଭ୍ୟୁ ସମୟ- ଜୁଲାଇ ୮ ସକାଳ ୧୧ଟା

SoE- ସ୍କୁଲ ଅଫ୍ ଏଜୁକେସନ୍ (ସେଲ୍ଫ ଫାଇନାନ୍ସିଂ କୋର୍ସ)

ପ୍ରିନ୍ସିପାଲ୍

  • ପଦବୀ- ଗୋଟିଏ (ସାଧାରଣବର୍ଗ)
  • ଦରମା- ୪୦,୦୦୦ ଟଙ୍କା
  • ଇଣ୍ଟରଭ୍ୟୁ ସମୟ- ଜୁଲାଇ ୮ ଅପରାହ୍ଣ ୧ଟା

ଇଣ୍ଟରଭ୍ୟୁ ସ୍ଥାନ- ଓଲ୍ଡ ସିଣ୍ଡିକେଟ୍ ହଲ୍, ବ୍ରହ୍ମପୁର ୟୁନିଭର୍ସିଟି

ନିଯୁକ୍ତି ସମ୍ବନ୍ଧୀୟ ଯୋଗ୍ୟତା ତଥା ଅନ୍ୟାନ୍ୟ ସୂଚନା ପାଇଁ bamu.nic.in କ୍ଲିକ୍ କରନ୍ତୁ।

Comment