ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana

 

ଓଡ଼ିଶା ଲାଇଭଲିହୁଡ୍ସ୍ ମିଶନ ଅଧିନରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁଲାଇ ୭ ତାରିଖ ଯାଏଁ ଚାଲୁ ରହିବ। ଏହି ନିଯୁକ୍ତି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧିନରେ ଦିଆଯିବ।

ପଦବୀ:

  • ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ମ୍ୟାନେଜର – ୭ଟି ପଦବୀ
  • ପ୍ରୋଜେକ୍ଟ ମ୍ୟାନେଜର (କମ୍ୟୁନିଟି ମୋବିଲାଇଜେସନ୍, ଇନଷ୍ଟିଚ୍ୟୁସନ୍ ବିଲ୍ଡିଂ ଆଣ୍ଡ୍ କାପାସିଟି ବିଲ୍ଡିଂ) – ୩୦ଟି ପଦବୀ
  • ପ୍ରୋଜେକ୍ଟ ଏକ୍ସିକ୍ୟୁଟିଭ୍ (ଫାଇନାନ୍ସିଆଲ ଇନକ୍ଲୁଜନ୍) – ୩୦ଟି ପଦବୀ
  • ପ୍ରୋଜେକ୍ଟ ଏକ୍ସିକ୍ୟୁଟିଭ୍ (ଆକାଉଣ୍ଟ୍ସ୍) – ୩୦ଟି ପଦବୀ

ଦରମା:

  • ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ମ୍ୟାନେଜର – ୬୦ ହଜାରରୁ ୭୦ ହଜାର
  • ପ୍ରୋଜେକ୍ଟ ମ୍ୟାନେଜର – ୪୦ ହଜାରରୁ ୫୦ ହଜାର
  • ପ୍ରୋଜେକ୍ଟ ଏକ୍ସିକ୍ୟୁଟିଭ୍- ୪୦ ହଜାରରୁ ୫୦ ହଜାର

ବୟସ ସୀମା- ୩୭ ବର୍ଷ

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ।

ଏହି ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଁ olm.nic.inରେ କ୍ଲିକ୍ କରନ୍ତୁ।

Comment