ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana

ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ଅଧୀନରେ ପଶୁସମ୍ପଦ ସହାୟକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବସରପ୍ରାପ୍ତ LI/VT/SVAS ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏନେଇ ଆବେଦନ ପ୍ରକ୍ରିୟା ଜୁଲାଇ ୧୬ ତାରିଖ ଯାଏଁ ଚାଲୁ ରହିବ।

ଦରମା– ୧୦,୦୦୦ ଟଙ୍କା

ନିଯୁକ୍ତି ସ୍ଥାନ (ବ୍ଲକ୍)– ଚିକିଟି, ଦିଗପହଣ୍ଡି, କୁକୁଡ଼ାଖଣ୍ଡି, ଭଞ୍ଜନଗର, ବେଲଗୁଣ୍ଠା, ସେରଗଡ଼, ଧରକୋଟେ, ଛତ୍ରପୁର, ଗଞ୍ଜାମ, ପୋଲସରା, ହିଞ୍ଜିଳିକଟ, ଖଲିକୋଟ

CGU new

ଆବେଦନ ପ୍ରକ୍ରିୟା- ଏନେଇ ଯୋଗ୍ୟ ବ୍ୟକ୍ତିମାନେ ଆସନ୍ତା ଜୁଲାଇ ୧୬ ତାରିଖ ସଂଧ୍ୟା ୫ଟା ସୁଦ୍ଧା ନିଜର ଆବେଦନପତ୍ର ନିମ୍ନଲିଖିତ ଠିକଣାରେ ଦାଖଲ କରିବେ।

ଠିକଣା– ଚିଫ୍ ଡିଷ୍ଟ୍ରିକ୍ଟ ଭେଟେରୀନାରୀ ଅଫିସର, ଗଞ୍ଜାମ, ବ୍ରହ୍ମପୁର

ଅଧିକ ସୂଚନା ପାଇଁ ganjam.nic.inରେ କ୍ଲିକ୍ କରନ୍ତୁ।

Comment