ଓଡ଼ିଶାଲାଇଭ୍ ବ୍ୟୁରୋ

NHM

ବୌଦ୍ଧ ଜିଲ୍ଲାରେ ବିଭିନ୍ନ ପଦବୀରେ NHM ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁଲାଇ ୧୦ ଯାଏଁ ଚାଲୁ ରହିବ।

ପଦବୀ:

  • ଫାର୍ମାସିଷ୍ଟ-କମ୍-ଲଜିଷ୍ଟିକ୍ ଆସିଷ୍ଟାଣ୍ଟ, ଡ୍ରଗ୍ ଓ୍ୱେୟାର୍ ହାଉସ
  • PPM କୋର୍ଡିନେଟର-RNTCP
  • ଆୟୁଷ ଏମ୍.ଓ (CHC/PHC)
  • ଆୟୁଷ-Hom

CGU new

  • ଆୟୁଷ ଏମ୍.ଓ-RBSK
  • ଆୟୁଷ ଏମ୍.ଓ (ମହିଳା)- ଆୟୁର୍ବେଦିକ
  • ଆୟୁଷ ଏମ୍.ଓ (ମହିଳା)- Hom
  • ମେଡିକାଲ ଅଫିସର (SNCU)
  • ଡିଷ୍ଟ୍ରିକ୍ଟ ପ୍ରୋଗ୍ରାମ କୋର୍ଡିନେଟର (NTEP)
  • ମେଡିକାଲ ଅଫିସର (DEIC)
  • ଅଡିଓଲୋଜିଷ୍ଟ ଆଣ୍ଡ୍ ସ୍ପିଚ୍ ଥେରାପିଷ୍ଟ
  • ଅପ୍ଟିମାଟ୍ରିକ୍ସ
  • ଡେଣ୍ଟାଲ୍ ଟେକ୍ନିସିଆନ
  • ସୋସିଆଲ ଓ୍ୱାର୍କର- (DEIC/NTCP)
  • ଅପଥାଲମୋଜିଷ୍ଟ-NTCB
  • ସାଇକିଆଟ୍ରିକ୍ ନର୍ସ -NMHP
  • କମ୍ୟୁନିଟି ନର୍ସ -NMHP
  • କ୍ଲିନିକାଲ ସାଇକୋଲୋଜିଷ୍ଟ- NMHP
  • ସାଇକିଆଟ୍ରିକ୍ ସୋସିଆଲ୍ ଓ୍ୱାର୍କର- NMHP
  • କେସ୍ ରେଜିଷ୍ଟ୍ରି ଆସିଷ୍ଟାଣ୍ଟ- NMHP
  • RMNCHA କାଉନସେଲର୍
  • ଫାର୍ମାସିଷ୍ଟ-RBSK
  • କାଉନସେଲର୍, FRU
  • ଆୟୁଷ MO MHU (ଷ୍ଟେଟ୍ ବଜେଟ୍)
  • ଫାର୍ମାସିଷ୍ଟ (ଷ୍ଟେଟ୍ ବଜେଟ୍)
  • ଏ.ଏନ୍.ଏମ୍ (ଷ୍ଟେଟ୍ ବଜେଟ୍)

ଯୋଗ୍ୟତା– ଉପରୋକ୍ତ ପଦବୀରେ କାର୍ଯ୍ୟରତ NHM କର୍ମୀମାନେ ସଂପୃକ୍ତ ପଦବୀ ପାଇଁ ଆବେଦନ କରିପାରିବେ।

ଆବେଦନ ପ୍ରକ୍ରିୟା– ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଜୁଲାଇ ୧୦ ତାରିଖ ସଂଧ୍ୟା ୫ଟା ସୁଦ୍ଧା ଡାକ ମାଧ୍ୟମରେ ନିମ୍ନଲିଖିତ ଠିକଣାରେ ଦାଖଲ କରିବେ।

ଠିକଣା– CDM&PHO-cum-ଡିଷ୍ଟ୍ରିକ୍ଟ ମିଶନ୍ ଡିରେକ୍ଟର, NHM, ବୌଦ୍ଧ

ଅଧିକ ସୂଚନା ପାଇଁ boudh.nic.inରେ କ୍ଲିକ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here