ଓଡ଼ିଶାଲାଇଭ୍ ବ୍ୟୁରୋ

Trump-Putin

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍ ନିକଟରେ ଏକ ସତ ସ୍ୱୀକାର କରି ସମସ୍ତଙ୍କୁ ଚକିତ କରିଛନ୍ତି। ୨୦୧୮ରେ ଋଷର ଇଣ୍ଟରନେଟ ରିସର୍ଚ୍ଚ ଏଜେନ୍ସି ଉପରେ ସାଇବର ଆଟାକ୍ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏକ ଇଣ୍ଟରଭ୍ୟୁରେ ଟ୍ରମ୍ଫ ଏପରି କରିଥିଲେ ବୋଲି ମାନିଛନ୍ତି।

CGU new

୨୦୧୬ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସମୟରେ ଋଷର ଆଇଆରଏ ଉପରେ ହସ୍ତକ୍ଷେପ କରିବାର ଆରୋପ ଲାଗିଥିଲା। ଏହି ଘଟଣାକୁ ନେଇ ଋଷ ପ୍ରତି ବହୁତ କଠୋର ଥିଲେ ଟ୍ରମ୍ଫ। ତେଣୁ ୨୦୧୮ ମସିହାରେ ଋଷ IRA ଉପରେ ସାଇବର ଆଟାକ୍ ପାଇଁ ସେ ଆଦେଶ ଦେଇଥିଲେ।

trumph-3

ଟ୍ରମ୍ଫଙ୍କ କହିବା ଅନୂଯାୟୀ ଏ ବିଷୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏ ବିଷୟରେ ଜାଣିଥିଲେ। କିନ୍ତୁ ସେ ଏନେଇ କୌଣସି ପଦକ୍ଷେପ ନେଇନଥିଲେ।

Comment