ଓଡ଼ିଶାଲାଇଭ୍ ବ୍ୟୁରୋ

Job search

ଯାଜପୁର ଜିଲ୍ଲାରେ ଗ୍ରାମ ରୋଜଗାର ସେବକ ପଦବୀରେ ୧୦୩ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁଲାଇ ୧୫ ତାରିଖ ଯାଏଁ ଚାଲୁ ରହିବ।

ଯୋଗ୍ୟତା- ଅତିକମରେ ଦଶମ+ଦ୍ୱାଦଶ ପାସ୍ କରିଥିବେ। କମ୍ପ୍ୟୁଟରରେ ‘ଓ’ ଲେଭେଲ୍ ଦକ୍ଷତା ହାସଲ କରିଥିବେ ଏଭମ କମ୍ପ୍ୟୁଟରରେ ଓଡ଼ିଆ ଭାଷା ଟାଇପ୍ କରି ଜାଣିଥିବେ। ଏହା ବ୍ୟତୀତ PGDCA,BCA,MCA,BE/B.Tech (IT, କମ୍ପ୍ୟୁଟର ସାଇନ୍ସ) ବା ଆଇ.ଟି/କମ୍ପ୍ୟୁଟର ସାଇନ୍ସରେ ଡିପ୍ଲୋମା କରିଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ।

CGU new

ବୟସ ସୀମା- ୧୮ରୁ ୪୦ ବର୍ଷ

ଦରମା- ୭୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ନିଜ ଆବେଦନପତ୍ର ଡାକ ମାଧ୍ୟମରେ ନିମ୍ନଲିଖିତ ଠିକଣାକୁ ଜୁଲାଇ ୧୫ ସଂଧ୍ୟା ୫ଟା ସୁଦ୍ଧା ପଠାଇପାରିବେ।

ଠିକଣା- ପ୍ରୋଜେକ୍ଟ ଡିରେକ୍ଟର, ଡିଷ୍ଟ୍ରିକ୍ଟ ରୁରାଲ ଡେଭେଲପମେଣ୍ଟ ଏଜେନ୍ସି (DRDA), ଯାଜପୁର, ପିନ୍- 755001

ଅଧିକ ସୂଚନା ପାଇଁ jajpur.nic.inରେ କ୍ଲିକ୍ କରନ୍ତୁ।

Comment