ଓଡ଼ିଶାଲାଇଭ୍ ବ୍ୟୁରୋ

MCL

ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ୍ ଅଧୀନରେ ଆଡଭାଇଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଡିସନାଲ ଡିଷ୍ଟ୍ରିକ୍ ମାଜିଷ୍ଟ୍ରେଟ୍ ପଦବୀରେ କାର୍ଯ୍ୟ କରିଥିବା ଅବସରପ୍ରାପ୍ତ OAS ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏନେଇ ଆବେଦନ ପ୍ରକ୍ରିୟା ଜୁଲାଇ ୧୫ ଯାଏଁ ଚାଲୁ ରହିବ।

ବୟସ ସୀମା- ୬୩ ବର୍ଷ

ଦରମା- ୯୦,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା- ଯୋଗ୍ୟ ବ୍ୟକ୍ତିମାନେ ନିଜର ଆବେଦନ ପତ୍ର ଏବଂ ସମସ୍ତ ଦରକାରୀ ସାର୍ଟିଫିକେଟକୁ ମେଲ୍ ମାଧ୍ୟମରେ ନିମ୍ନଲିଖିତ ଠିକଣାକୁ ପଠାଇଦେବେ।

ଠିକଣା– ଅଫିସ୍ ଅଫ୍ ଡେପୁଟି ଜେନେରାଲ ମ୍ୟାନେଜର (P-EE), ଏକ୍ସିକ୍ୟୁଟିଭ୍ ଏଷ୍ଟାବ୍ଲିସମେଣ୍ଟ ଡିପାର୍ଠମେଣ୍ଟ, MCL HQ, ଏଟ୍/ପୋଷ୍ଟ- ଜାଗୃତି ବିହାର, ସମ୍ବଲପୁର-768020, ଓଡ଼ିଶା

ଇ ମେଲ୍- gm-ee.mcl@coalindia.in      

ଅଧିକ ସୂଚନା ପାଇଁ mahanadicoal.inରେ କ୍ଲିକ୍ କରନ୍ତୁ।

Comment