ଓଡ଼ିଶାଲାଇଭ୍ ବ୍ୟୁରୋ

AIIMS_Bhubaneswar_logo

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ, ଭୁବନେଶ୍ୱର ଅଧୀନରେ ଆସିଷ୍ଟାଣ୍ଟ ପ୍ରଫେସର, ପିଆରଓ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଆସନ୍ତା ଜୁଲାଇ ୩୧ ଯାଏଁ ଚାଲୁ ରହିବ।

ପଦବୀ:

ଆସିଷ୍ଟାଣ୍ଟ ପ୍ରଫେସର (ଏଣ୍ଡୋକ୍ରାଇନୋଲୋଜୀ)

  • ପଦବୀ ସଂଖ୍ୟା- ୧
  • ଦରମା- ୧,୪୦,୦୦୦ ଟଙ୍କା
  • ବୟସ ସୀମା- ୫୦ ବର୍ଷ

ଆସିଷ୍ଟାଣ୍ଟ ପ୍ରଫେସର (ନେଫ୍ରୋଲୋଜୀ)

  • ପଦବୀ ସଂଖ୍ୟା- ୧
  • ଦରମା- ୧,୪୦,୦୦୦ ଟଙ୍କା
  • ବୟସ ସୀମା- ୫୦ ବର୍ଷ

CGU new

ପବ୍ଲିକ୍ ରିଲେସନ ଅଫିସର

  • ପଦବୀ ସଂଖ୍ୟା- ୧
  • ଦରମା- ୭୦,୦୦୦ ଟଙ୍କା
  • ବୟସ ସୀମା- ୩୦ରୁ ୪୫ ବର୍ଷ

ମେଡିକାଲ ଫିଜିସିଷ୍ଟ

  • ପଦବୀ ସଂଖ୍ୟା- ୨
  • ଦରମା- ୬୫,୦୦୦ ଟଙ୍କା
  • ବୟସ ସୀମା- ୩୫ ବର୍ଷ

ଆସିଷ୍ଟାଣ୍ଟ ନର୍ସିଂ ସୁପେରିନଟେଣ୍ଡେଣ୍ଟ୍

  • ପଦବୀ ସଂଖ୍ୟା- ୧୦
  • ଦରମା- ୬୫,୦୦୦ ଟଙ୍କା
  • ବୟସ ସୀମା- ୨୧ରୁ ୩୫ ବର୍ଷ

ବାୟୋମେଡିକାଲ ଇଞ୍ଜିନିୟରିଂ

  • ପଦବୀ ସଂଖ୍ୟା- ୧
  • ଦରମା- ୫୨,୦୦୦ ଟଙ୍କା
  • ବୟସ ସୀମା- ୨୧ରୁ ୩୫ ବର୍ଷ

ଆବେଦନ ପ୍ରକ୍ରିୟା– ଇଚ୍ଛୁକ ତଥା ଯୋଗ୍ୟ ବ୍ୟକ୍ତି ନିଜର ଆବେଦନପତ୍ର, ସମସ୍ତ ଶିକ୍ଷାଗତ ସାର୍ଟିଫିକେଟର କପି ଏବଂ ଅଭିଜ୍ଞତା ପ୍ରମାଣପତ୍ରର ଜେରକ୍ସକୁ ଜୁଲାଇ ୩୧ ସଂଧ୍ୟା ୫ଟା ସୁଦ୍ଧା ନିମ୍ନଲିଖିତ ଠିକଣାରେ ଦାଖଲ କରିବେ।

ଠିକଣା- ଦ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍ ଅଫିସର, ଏମ୍ସ, ସିଜୁଆ, ପି.ଓ-ଡୁମଡୁମା, ଭୁବନେଶ୍ୱର, ପିନ୍- 751019, ଓଡ଼ିଶା

ଏହି ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଁ aiimsbhubaneswar.nic.inରେ ଲଗ୍ଇନ୍ କରନ୍ତୁ।

 

Comment