ଓଡ଼ିଶାଲାଇଭ୍ ବ୍ୟୁରୋ

ossc

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଅଧୀନରେ ଇଣ୍ଡଷ୍ଟ୍ରିଜ୍ ପ୍ରମୋସନ୍ ଅଫିସର ପଦବୀରେ ୪୮ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୬ ତାରିଖ ଯାଏଁ ଚାଲୁ ରହିବ।

ପଦବୀ:

  • ସାଧାରଣବର୍ଗ- ୩୯ଟି ପଦବୀ (ମହିଳା-୧୩)
  • ଏସ.ଟି- ୨ଟି ପଦବୀ(ମହିଳା-୧)
  • ଏସ.ସି- ୫ଟି ପଦବୀ (ମହିଳା-୨)
  • ଏସ.ଇ.ବି.ସି- ୨ଟି ପଦବୀ

ଯୋଗ୍ୟତା- ଏହି ପଦବୀ ପାଇଁ ପ୍ରାର୍ଥୀ ଇଂଜିନିୟରିଂରେ ଡିଗ୍ରୀ କିମ୍ବା ଡିପ୍ଲୋମା କରିଥିବା ଆବଶ୍ୟକ।

ବୟସ- ୧୮ ରୁ ୩୨ ବର୍ଷ। ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି।

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ।

ଆବେଦନ ଶୁଳ୍କ– ୨୦୦ ଟଙ୍କା (ଏସ.ସି,ଏସ.ଟି ଓ  ପି.ଡବ୍ଲୁ.ଡିଙ୍କ ବ୍ୟତୀତ)

ଅଧିକ ସୂଚନା ପାଇଁ ossc.gov.in ରେ କ୍ଲିକ୍ କରନ୍ତୁ।

Comment