ଓଡ଼ିଶାଲାଇଭ୍ ବ୍ୟୁରୋ

ouat

ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ୍ ଟେକ୍ନୋଲୋଜୀ (OUAT) ଅଧୀନରେ ସିନିୟର ରିସର୍ଚ୍ଚ ଫେଲୋ (SRF) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କଳାହାଣ୍ଡିସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ କାର୍ଯ୍ୟରତ ନାସନାଲ ଇନୋଭେସନ୍ ଅନ୍ କ୍ଲାଇମେଟ୍ ରେସିଲିଏଣ୍ଟ୍ ଏଗ୍ରିକଲଚର (NICRA) ଅଧୀନରେ ଏହି ନିଯୁକ୍ତି ଦିଆଯିବ।

ଯୋଗ୍ୟତା- ଏଗ୍ରିକଲଚର ଆଣ୍ଡ୍ ଏଲାଏଡ୍ ସବଜେକ୍ଟରେ ଚାରି ବର୍ଷର ସ୍ନାତକୋତ୍ତର ଡିଗ୍ରୀ ବା ପାଞ୍ଚ ବର୍ଷର ସ୍ନାତକ ଡିଗ୍ରୀ କରିଥିବେ। ବେସିକ୍ ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ସହ ୩ ବର୍ଷର ସ୍ନାତକ ଡିଗ୍ରୀ କରିଥିବେ। ସ୍ନାତକୋତ୍ତର ଡିଗ୍ରୀ ହାସଲକାରୀମାନେ ଏନ୍.ଇ.ଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ।

CGU new

ଦରମା- ୩୧୦୦୦ ଟଙ୍କା

ଇଣ୍ଟରଭ୍ୟୁ ପ୍ରକ୍ରିୟା– ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନେ ନିଜର ବାୟୋଡାଟା (୨ଟି ସେଟ୍), ୨ଟି ପାସପୋର୍ଟ ସାଇଜ୍ ଫଟୋ, ସମସ୍ତ ଶିକ୍ଷାଗତ ସାର୍ଟିଫିକେଟ୍, ମାର୍କ ସିଟ୍ ସହ ଜୁଲାଇ ୨୧ ସକାଳ ୧୧.୩୦ ବେଳେ ନିମ୍ନଲିଖିତ ଠିକଣାରେ ଯୋଗ ଦେଇପାରିବେ।

ଇଣ୍ଟରଭ୍ୟୁ ସ୍ଥାନ– କମିଟି ରୁମ୍ ଅଫ୍ ଡିରେକ୍ଟୋରେଟ୍ ଅଫ୍ ରିସର୍ଚ୍ଚ, OUAT, ଭୁବନେଶ୍ୱର

ଅଧିକ ସୂଚନା ପାଇଁ ouat.nic.inରେ କ୍ଲିକ୍ କରନ୍ତୁ।

Comment