ଓଡ଼ିଶାଲାଇଭ୍ ବ୍ୟୁରୋ

CIMFR

 

CSIR-ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାଇନିଂ ଆଣ୍ଡ୍ ଫୁଏଲ୍ ରିସର୍ଚ୍ଚ (CIMFR) ଅଧୀନରେ ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବୀରେ ସମୁଦାୟ ୨୩ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ଜୁଲାଇ ୨୫ ତାରିଖ ଯାଏଁ ଆବେଦନ କରିପାରିବେ।

ପଦବୀ- ଟେକ୍ନିକାଲ ଆସିଷ୍ଚାଣ୍ଟ

ବିଭାଗ:

  • ଜିଓଲୋଜୀ- ୫ଟି ପଦବୀ
  • କେମେଷ୍ଟ୍ରୀ- ୫ଟି ପଦବୀ
  • ଜୁଲୋଜୀ- ୨ଟି ପଦବୀ
  • ମାଇନିଂ ଇଞ୍ଜିନିୟରିଂ- ୭ଟି ପଦବୀ

CGU new

  • ମେକାନିକାଲ ଇଞ୍ଜିନିୟରିଂ- ଗୋଟିଏ ପଦବୀ
  • କେମିକାଲ ଇଞ୍ଜିନିୟରିଂ- ୨ଟି ପଦବୀ
  • ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ- ଗୋଟିଏ ପଦବୀ

ବୟସ ସୀମା- ୨୮ ବର୍ଷ (ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି)

ଦରମା- ୩୫,୪୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଓ୍ୱବସାଇଟରୁ ଆବେଦନପତ୍ର ଡାଉନଲୋଡ୍ କରି ତାକୁ ପୂରଣ କରିବେ। ଆବଶ୍ୟକୀୟ ସମସ୍ତ ଡକ୍ୟୁମେଣ୍ଟସ୍ ସହ ନିମ୍ନଲିଖିତ ଠିକଣାକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଦାଖଲ କରିବେ।

ଠିକଣା– ଦି ଆଡମିନିଷ୍ଟ୍ରେଟିଭ୍ ଅଫିସ୍, ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାଇନିଂ ଆଣ୍ଡ୍ ଫୁଏଲ୍ ରିସର୍ଚ୍ଚ, ବରଓ୍ୱା ରୋଡ୍, ଧାନବାଦ୍-826001, ଝାଡ଼ଖଣ୍ଡ

ଏହି ନିଯୁକ୍ତି ସମ୍ବନ୍ଧୀୟ ଯୋଗ୍ଯତା ତଥା ଅନ୍ୟ ସମସ୍ତ ସୂଚନା ପାଇଁ cimfr.nic.inରେ କ୍ଲିକ୍ କରନ୍ତୁ।

Comment