ଓଡ଼ିଶାଲାଇଭ୍ ବ୍ୟୁରୋ

ICAR CIFA

ଭୁବନେଶ୍ୱରସ୍ଥିତ ICAR- ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ରେସଓ୍ୱାଟର୍ ଆକ୍ୱାକଲଚର ଅଧୀନରେ ୟଙ୍ଗ ପ୍ରଫେସନାଲ-II ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁଲାଇ ୨୮ ତାରିଖ ଯାଏଁ ଚାଲୁ ରହିବ।

  • ଏହି ନିଯୁକ୍ତି ସଂପୂର୍ଣ୍ଣରୂପେ ଚୁକ୍ତିଭିତ୍ତିକ
  • ICAR-ଅଲ୍ ଇଣ୍ଡିଆ ନେଟଓ୍ୱାର୍କ ପ୍ରୋଜେକ୍ଟ ଅନ ଫିସ୍ ହେଲଥ, ଭୁବନେଶ୍ୱର ଅଧୀନରେ ନିଯୁକ୍ତି ଦିଆଯିବ

ଯୋଗ୍ୟତା- ମାଇକ୍ରୋବାୟୋଲୋଜୀ/ବାୟୋଟେକ୍ନୋଲୋଜୀ/ପବ୍ଲିକ ହେଲଥରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ।

CGU new

ବୟସ ସୀମା– ୨୧ରୁ ୪୫ ବର୍ଷ (ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି)

ଦରମା– ୨୫,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଜୁଲାଇ ୨୮ ତାରିଖ ସଂଧ୍ୟା ୫ଟା ଯାଏଁ ଅନଲାଇନ ଆବେଦନ କରିପାରିବେ। ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ। ଆବେଦନ କରିବାକୁ- କ୍ଲିକ୍ କରନ୍ତୁ

ଅଧିକ ସୂଚନା ପାଇଁ cifa.nic.inରେ କ୍ଲିକ୍ କରନ୍ତୁ।

Comment