ଓଡ଼ିଶାଲାଇଭ୍ ବ୍ୟୁରୋ

ANM

ଖୋର୍ଦ୍ଧା ଜିଲ୍ଲାରେ ତାଲିମପ୍ରାପ୍ତ ଏଏନଏମ, ଷ୍ଟାଫ୍ ନର୍ସ ଏବଂ ଫାର୍ମାସିଷ୍ଟଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା କାଲି ଯାଏଁ ଆବେଦନ କରିପାରିବେ। ଯଦି ତାଲିମପ୍ରାପ୍ତ ଏଏନଏମ ପ୍ରାର୍ଥୀ ଚୟନ ନହୋଇପାରିଲେ ତେବେ ଷ୍ଟାଫ୍ ନର୍ସ ଓ ଫାର୍ମାସିଷ୍ଟଙ୍କ ମଧ୍ୟରୁ ପ୍ରାର୍ଥୀ ଚୟନ କରାଯିବ।

CGU new

ଦରମା:

  • ଏଏନଏମ- ୮୫୦ ଟଙ୍କା ଦିନପିଛା
  • ଷ୍ଟାଫ୍ ନର୍ସ/ଫାର୍ମାସିଷ୍ଟ- ୧୦୦୦ ଟଙ୍କା ଦିନପିଛା

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନଲାଇନ/କୋରିଅର/ଡାକ ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ୨୪ ଆବେଦନର ଶେଷ ତାରିଖ ରହିଛି।

ଅନଲାଇନ ଆବେଦନ ପାଇଁ ଇ ମେଲ- nhmkhordha@gmail.com, cdmokhordha@gmail.com

ଏହି ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଁ khordha.nic.in ରେ ଲଗ୍ଇନ୍ କରନ୍ତୁ।

Comment