ଓଡ଼ିଶାଲାଇଭ୍ ବ୍ୟୁରୋ

MKCG

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ହସ୍ପିଟାଲରେ ଲ୍ୟାବ ଟେକ୍ନିସିଆନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଜୁଲାଇ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଓ୍ୱାକ୍ ଇନ ଇଣ୍ଟରଭ୍ୟୁ।

ପଦବୀ ସଂଖ୍ୟା– ୨୧

ଯୋଗ୍ୟତା- ଦ୍ୱାଦଶ ଶ୍ରେଣୀ (ବିଜ୍ଞାନ) ପାସ୍ କରିବା ସହ ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜୀ ରେ ଡିପ୍ଲୋମା କରିଥିବେ।

CGU new

ବୟସ ସୀମା– ୨୧ରୁ ୬୫ ବର୍ଷ

ଦରମା– ୧୦୦୦ ଟଙ୍କା ଦିନପିଛା

  • ଇଣ୍ଟରଭ୍ୟୁ ସମୟ– ଜୁଲାଇ ୨୮ ତାରିଖ ସକାଳ ୧୧ରୁ ୧ଟା
  • ଇଣ୍ଟରଭ୍ୟୁ ସ୍ଥାନ– ସେଣ୍ଟ୍ରାଲ ଲାଇବ୍ରେରୀ, ଏମକେସିଜି ମେଡିକାଲ କଲେଜ, ବ୍ରହ୍ମପୁର

ଅଧିକ ସୂଚନା ପାଇଁ mkchmch.orgରେ କ୍ଲିକ୍ କରନ୍ତୁ।

Comment