ଓଡ଼ିଶାଲାଇଭ୍ ବ୍ୟୁରୋ

IIT BBSR

ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ, ଭୁବନେଶ୍ୱର ଅଧୀନରେ ମେଡିକାଲ ଅଫିସର, ଷ୍ଟାଫ୍ ନର୍ସ, ଅଫିସ୍ ଏକ୍ସିକ୍ୟୁଟିଭ୍ ଓ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଅଗଷ୍ଟ ୪ ଯାଏଁ ଚାଲୁରହିବ। ଏହି ନିଯୁକ୍ତି ସଂପୂର୍ଣ୍ଣରୂପେ ଚୁକ୍ତିଭିତ୍ତିକ।

ପଦବୀ:

  • ମେଡିକାଲ ଅଫିସର- ୨ଟି ପଦବୀ
  • ଷ୍ଟାଫ୍ ନର୍ସ- ୨ଟି ପଦବୀ
  • ପ୍ରୋଗ୍ରାମର- ଗୋଟିଏ ପଦବୀ
  • ଏକାଉଣ୍ଟସ୍ ଏକ୍ସିକ୍ୟୁଟିଭ୍- ୪ଟି ପଦବୀ

CGU new

  • ଅଫିସ ଏକ୍ସିକ୍ୟୁଟିଭ୍- ୬ଟି ପଦବୀ
  • ହେଲପର- ଗୋଟିଏ ପଦବୀ
  • ସିଷ୍ଟମ ଇଣ୍ଟିଗ୍ରେଟର- ଗୋଟିଏ ପଦବୀ
  • ଜେଆରଏଫ୍/ସିଆରଏଫ୍/Postdoc- ଗୋଟିଏ ପଦବୀ
  • ଜେଆରଏଫ୍- ଗୋଟିଏ ପଦବୀ

ଆବେଦନ ପ୍ରକ୍ରିୟା– ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଏବଂ ସମସ୍ତ ଶିକ୍ଷଗତ, ଅଭିଜ୍ଞତା ପତ୍ରର ସ୍କାନ କପି recruitment@iitbbs.ac.inକୁ ଇମେଲ୍ କରିପାରିବେ।

ଅଧିକ ସୂଚନା ପାଇଁ iitbbs.ac.inରେ କ୍ଲିକ୍ କରନ୍ତୁ।

Comment