ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana

ଜଗତସିଂହପୁର ଜିଲ୍ଲାର ପ୍ରତ୍ୟକ ପଞ୍ଚାୟତରେ ଏମପିଏଚଡବ୍ଲୁ (ମହିଳା) ବା ଏଏନଏମ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଜୁଲାଇ ୨୭ ଏବଂ ୨୮ରେ ହେବାକୁ ଯାଉଛି ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ।

  • ସମୁଦାୟ ପଦବୀ ସଂଖ୍ୟା ୧୯୮ ରହିଛି।
  • ବିଭିନ୍ନ କୋଭିଡ୍ କେୟାର ହୋମରେ ଏହି ନିଯୁକ୍ତି ଦିଆଯିବ।

ଯୋଗ୍ୟତା-  ଅତିକମରେ ଦ୍ୱାଦଶ ପାସ୍ କରିବା ସହ ହେଲଥ୍ ଓ୍ୱାର୍କର ଫିମେଲ କୋର୍ସ ମଧ୍ୟ ପାସ୍ କରିଥିବେ। ଓଡ଼ିଶା ନର୍ସିଂ କାଉନସିଲରେ ନିଜ ନାମ ରେଜିଷ୍ଟ୍ରର କରିଥିବେ।

ବୟସ ସୀମା- ୨୧ରୁ ୩୨ ବର୍ଷ।

ଦରମା- ୮୫୦ ଟଙ୍କା ଦିନପିଛା

  • ଇଣ୍ଟରଭ୍ୟୁ ସମୟ- ଜୁଲାଇ ୨୭ ଏବଂ ୨୮ ସକାଳ ୯ଟାରୁ ସଂଧ୍ୟା ୫ଟା
  • ଇଣ୍ଟରଭ୍ୟୁ ସ୍ଥାନ– ସଂସ୍କୃତି ଭବନ, ନିୟୁ ଷ୍ଟେଟ୍ ବ୍ୟାଙ୍କ ସାମନା, ଜଗତସିଂହପୁର

ଅଧିକ ସୂଚନା ପାଇଁ jagatsinghpur.nic.inରେ କ୍ଲିକ୍ କରନ୍ତୁ।

Comment