ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana

ଅନୁଗୁଳ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ତାଲିମପ୍ରାପ୍ତ ଏମପିଏଚଡବ୍ଲୁ (ମହିଳା) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଅଗଷ୍ଟ ୫ରେ ହେବାକୁ ଯାଉଛି ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ।

  • ସମୁଦାୟ ପଦବୀ ସଂଖ୍ୟା ୨୨୯ ରହିଛି।
  • ବିଭିନ୍ନ କୋଭିଡ୍ କେୟାର ହୋମରେ ଏହି ନିଯୁକ୍ତି ଦିଆଯିବ।

ଯୋଗ୍ୟତା-  ଅତିକମରେ ଦ୍ୱାଦଶ ପାସ୍ କରିବା ସହ ଏଏନଏମ ସାର୍ଟିଫିକେଟ୍ ହାସଲ କରିଥିବେ। ଓଡ଼ିଶା ନର୍ସିଂ କାଉନସିଲରେ ନିଜ ନାମ ରେଜିଷ୍ଟ୍ରର କରିଥିବେ।

ଦରମା- ୮୫୦ ଟଙ୍କା ଦିନପିଛା

  • ଇଣ୍ଟରଭ୍ୟୁ ସମୟ- ଅଗଷ୍ଟ ୫ ତାରିଖ ସକାଳ ୧୦ଟା
  • ଇଣ୍ଟରଭ୍ୟୁ ସ୍ଥାନ– ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁଗୁଳ

ଅଧିକ ସୂଚନା ପାଇଁ angul.nic.inରେ କ୍ଲିକ୍ କରନ୍ତୁ।

Comment