ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁ ଛାତ୍ର ଜନତା ଦଳର ନୂଆ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତ କଲେ ନବୀନ ପଟ୍ଟନାୟକ। ୩ ଜଣ କାର୍ଯ୍ୟକାରୀ ସଭାପତି ସହ ମହାସଚିବ, ବରିଷ୍ଠ ଉପ-ସଭାପତି, ଜୋନ୍ ସଭାପତି ଆଦି ପଦରେ ନବୀନ ନୂଆ କର୍ମକର୍ତ୍ତାମାନଙ୍କୁ ନିଯୁକ୍ତ କରିଛନ୍ତି।

କାର୍ଯ୍ୟକାରୀ ସଭାପତି – ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା ଓ ରାଜେଶ ରାଜ ସ୍ୱାଇଁ

ମହାସଚିବ – ଇପସିତା ସାହୁ

ବରିଷ୍ଠ ଉପସଭାପତି –  ଅଜିତ ବେହେରା, ବିଶ୍ୱ ପ୍ରତାପ ସାହୁ ଓ ସ୍ୱାଗତିକା ମହାନ୍ତି

ଜୋନ୍ ସଭାପତି

  • ଭୁବନେଶ୍ୱର – ଭଗବାନ ସାହୁ
  • କଟକ – ସ୍ମୃତିରଞ୍ଜନ ଦାସ
  • ଗଞ୍ଜାମ – ଜ୍ୟୋତିରଞ୍ଜନ ସାହୁ
  • ସମ୍ବଲୁପୁର – ମିଲନ ହୋତା
  • ବଲାଙ୍ଗିର –  ଚିରାଗ ସିଂହ ଦେଓ
  • କୋରାପୁଟ – ଶିବରାଜ ଖଣ୍ଡାପାଣି

ଏଥିସହ ଦଳର ସଭାପତି ୧୧ ଜଣ ଉପ ସଭାପତି, ୪୦ ଜଣ ସାଧାରଣ ସମ୍ପାଦକ, ୪୪ ଜଣ ସମ୍ପାଦକ ଓ ୩୩ ଜଣ ଯୁଗ୍ମ ସମ୍ପାଦକଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here