ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRIକଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ୫ଟି ଜୁନିଅର କ୍ଲର୍କ ଏବଂ ଜୁନିଅର କ୍ଲର୍କ କମ୍ ଟାଇପିଷ୍ଟ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ୧୩ ଅକ୍ଟୋବର ୨୦୨୦ ସୁଦ୍ଧା ଆବେଦନ କରିପାରିବେ।

ପଦବୀ ନାମ

  • ଜୁନିଅର କ୍ଲର୍କ
  • ଜୁନିଅର କ୍ଲର୍କ କମ୍ ଟାଇପିଷ୍ଟ

ପଦବୀ ସଂଖ୍ୟା –

  • ଅଣସଂରକ୍ଷିତ – ୩ଟି
  • ଏସ୍‌ଇବିସି – ୧ଟି
  • ଏସ୍‌ଟି – ୧ଟି
  • ମୋଟ – ୫ଟି

ସ୍ଥାନ – ଜିଲ୍ଲା ଆଇନ ସେବା ପ୍ରାଧିକରଣ, କଟକ

ବେତନ – ୮,୮୮୦ ଟଙ୍କା(ମାସିକ)

ଆବେଦନ ଫି – ୧୦୦ ଟଙ୍କା(ଏସ୍‌ସି ଏବଂ ଏସ୍‌ଟି ବର୍ଗର ଆବେଦନକାରୀଙ୍କ ପାଇଁ ମାଗଣା)

ଆବେଦନ ପାଇଁ ବୟସ ସୀମା –

  • ସର୍ବନିମ୍ନ – ୧୮ ବର୍ଷ
  • ସର୍ବାଧିକ – ୩୨ ବର୍ଷ

ଆବେଦନର ଶେଷ ତାରିଖ – ୧୩ ଅକ୍ଟୋବର ୨୦୨୦

ଆବେଦନ ପାଇଁ ଶିକ୍ଷାଗତ ଯୋଗ୍ୟତା –

  • +୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।
  • ଓଡ଼ିଆ ଜାଣିଥିବା ଆବଶ୍ୟକ।
  • ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟରରେ ଡିପ୍ଲୋମା କରିଥିବା ଆବଶ୍ୟକ।
  • ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଟାଇପିଂ କରିପାରୁଥିବା ଆବଶ୍ୟକ।

ଆବେଦନର ମାଧ୍ୟମ – ଡାକ ଯୋଗେ ଆବେଦନ କରିପାରିବେ।

ଅଧିକ ସୂଚନା ପାଇଁ କ୍ଲିକ୍ କରନ୍ତୁ।

Comment