ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରୁ ପ୍ରତିଷ୍ଠିତ ଯୁବ ଉଦ୍ୟୋଗୀଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଓଡ଼ିଶାଲାଇଭ୍ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ – ‘ଷ୍ଟାର୍ଟଅପ୍ ଷ୍ଟୋରି’। ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ୍ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କ ଉପସ୍ଥାପନାରେ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଦେଖନ୍ତୁ ଷ୍ଟାର୍ଟଅପ୍ ହିରୋମାନଙ୍କ ଭିଡିଓ ସାକ୍ଷାତକାର।

ଅନେକ ଦୂରକୁ ଆଖି : ଫାର୍ ଆଇ

ଓଡ଼ିଶାଲାଇଭ୍‌ ପ୍ରସ୍ତୁତ ମାସିକ ୱେବ୍‌ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ କ୍ରମରେ ଯୁବ ଉଦ୍ୟୋଗୀ ତଥା ‘ଫାର୍ ଆଇ’ର ସହ-ପ୍ରତିଷ୍ଠାତା ଓ ସିଓଓ ଗୌତମ କୁମାରଙ୍କ ସହ ସୁବ୍ରତ ବାଗ୍‌ଚୀଙ୍କର ସ୍ଵତନ୍ତ୍ର ସାକ୍ଷାତକାର।

ଡଗରସାହିରୁ ଆୟାରଲ୍ୟାଣ୍ଡ୍

‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ କ୍ରମରେ ଓଡ଼ିଶାର ଯୁବ ମହିଳା ଉଦ୍ୟୋଗୀ ତଥା ‘ସାଇଜେନିକା’ର ସହ-ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ନୁସରତ୍ ଜେ ଏମ୍ ସଂଘମିତ୍ରାଙ୍କ ସହ ସୁବ୍ରତ ବାଗ୍‌ଚୀଙ୍କ ସ୍ଵତନ୍ତ୍ର ସାକ୍ଷାତକାର।

ଏ ନୁହେଁ ଦିବା ସ୍ଵପ୍ନ

ଓଡ଼ିଶାଲାଇଭ୍ ପ୍ରସ୍ତୁତ ମାସିକ ଓ୍ଵେବ୍ ସିରିଜ୍ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ କ୍ରମରେ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ‘ରେଭରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍’ର ସହ-ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ପାଣିଙ୍କ ସହ ସୁବ୍ରତ ବାଗ୍‌ଚୀଙ୍କ ସ୍ଵତନ୍ତ୍ର ସାକ୍ଷାତକାର।

ବାସୁଦିଆରୁ ବସୁନ୍ଧରା

ଓଡ଼ିଶାଲାଇଭ୍‌ ପ୍ରସ୍ତୁତ ମାସିକ ୱେବ୍‌ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ କ୍ରମରେ ଉଦୀୟମାନ ଓଡ଼ିଆ ଯୁବ ଉଦ୍ୟୋଗୀ ତଥା ‘ଫିନିକ୍ସ ରୋବୋଟିକ୍ସ’ର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମୀୟ ସାମନ୍ତରାୟଙ୍କ ସହ ସୁବ୍ରତ ବାଗ୍‌ଚୀଙ୍କର ସ୍ଵତନ୍ତ୍ର ସାକ୍ଷାତକାର।

ଭିନ୍ନ ଏକ ନୀଡ଼

‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ କ୍ରମରେ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ‘ନେଷ୍ଟଏଓ୍ଵେ’ର ସହ-ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରେନ୍ଦ୍ର ସାହୁଙ୍କ ସହ ସୁବ୍ରତ ବାଗ୍‌ଚୀଙ୍କ ସ୍ଵତନ୍ତ୍ର ସାକ୍ଷାତକାର।

(ଯୁବ ଉଦ୍ୟୋଗୀଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଓଡ଼ିଶାଲାଇଭ୍ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ – ‘ଷ୍ଟାର୍ଟଅପ୍ ଷ୍ଟୋରି’। ଉପସ୍ଥାପନା: ସୁବ୍ରତ ବାଗ୍‌ଚୀ। ସହଭାଗିତା: ଷ୍ଟାର୍ଟଅପ୍ ଓଡ଼ିଶା। ଇଣ୍ଡଷ୍ଟ୍ରି ପାର୍ଟନର୍: ଇମ୍ଫା, ଟାଇ ଭୁବନେଶ୍ୱର, ଫିକି। ପ୍ରିଣ୍ଟ ପାର୍ଟନର: ସମ୍ବାଦ। ରେଡିଓ ପାର୍ଟନର: ରେଡିଓ ଚକ୍‌ଲେଟ୍। କମ୍ୟୁନିଟି ରେଡିଓ ପାର୍ଟନର୍: ରେଡିଓ ନମସ୍କାର, ରେଡିଓ ସୁରଭି, ରେଡିଓ ବୁଲ୍‌ବୁଲ୍।)

Comment