ରାଉରକେଲାର ଝିଅ ରୋଜା ରଣା। ବଲିଉଡରେ ତାଙ୍କର ଜଲଓ୍ୱା। ଜାତୀୟସ୍ତରରେ ବିଭିନ୍ନ ଡ୍ୟାନ୍ସ ରିଆଲିଟି ସୋ’ରେ ଠୁମକା ଲଗାଇ ସେ ଜିତିଛନ୍ତି ଦର୍ଶକଙ୍କ ମନ। ନିକଟରେ ସୋନି ଟିଭିରେ ପ୍ରସାରିତ ‘ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର’ରେ ସେକେଣ୍ଡ ରନର୍ସ ଅପ୍ ସ୍ଥାନ ନେଇ ସେ ଓଡ଼ିଶା ପାଇଁ ଆଣିଛନ୍ତି ଗୌରବ। ଖୁବ୍ କମ୍ ବୟସରେ ସଫଳତାର ପାହାଚ ଚଢ଼ି ଚାଲିଛନ୍ତି ସେ। ଦେଖନ୍ତୁ, ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ…

Comment