ପ୍ରଜ୍ଞା ରଞ୍ଜନ ଖଟୁଆ… ଓଡ଼ିଶାର ଘରେ ଘରେ ପରିଚିତ ଗୋଟେ ନାଁ। ସେ ଜଣେ ଏମିତି କଳାକାର ଯାହାଙ୍କ ମୁହଁର ଏକ୍ସପ୍ରେସନ ଦେଖିଲେ ଲୋକେ ହସନ୍ତି, ଆଉ ତାଙ୍କ ମୁହଁରୁ ପଦେ ଡାଏଲଗ ଶୁଣିଲେ ହସି ହସି ବେଦମ ହୁଅନ୍ତି। ସମସ୍ତଙ୍କୁ ହସର ଖୋରାକ ଯୋଗାଉଥିବା ପ୍ରଜ୍ଞାଙ୍କ ଜୀବନରେ ବି ରହିଛି ଅନେକ ସଂଘର୍ଷର କାହାଣୀ। ଦେଖନ୍ତୁ ଭିଡିଓ…

Comment