ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ। ଯାତ୍ରା, ଆଲବମ, ଭଜନ ଓ ସିନେମା ଆଦି ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିଛି ପ୍ରେମ୍ ଆନନ୍ଦଙ୍କ ସଙ୍ଗୀତର ଯାଦୁଗରୀ। ଓଲିଉଡ ସହ ବଲିଉଡରେ ବି ସେ ଚମକିଛନ୍ତି। ସଙ୍ଗୀତ ଜଗତରେ ପ୍ରେମ୍ ଆନନ୍ଦଙ୍କ ଲମ୍ବା ଯାତ୍ରା ଏବଂ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଓଡ଼ିଶାଲାଇଭ୍ ସହ ସ୍ୱତନ୍ତ୍ର ସାକ୍ଷାତକାର। ଦେଖନ୍ତୁ ଭିଡିଓ…

Comment