ସ୍ଵାସ୍ଥ୍ୟକ୍ଷେତ୍ର ଲାଗି ଆମ୍ଵୁଲାନ୍ସ ସେବା ବେଶ୍ ଗୁରୁତ୍ଵପୂର୍ଣ୍ଣ। ହେଲେ ବଣ ଓ ପାହାଡ଼ଘେରା ଅଞ୍ଚଳଗୁଡ଼ିକରେ ଏମିତି ବି କିଛି ସ୍ଥାନ ଥାଏ ଯେଉଁଠିକୁ ସାଧାରଣ ଆମ୍ଵୁଲାନ୍ସ ପହଞ୍ଚିବା ସମ୍ଭବ ହୋଇ ନଥାଏ। ସେହିଭଳି ଦୁର୍ଗମ ଅଞ୍ଚଳର ଲୋକମାନଙ୍କୁ ଦୁଆରମୁହଁରୁ ସ୍ଵାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚାଇବାର ଏକ ଅଭିନବ ମାଧ୍ୟମ ସାଜିଛି ‘ସ୍ଵାସ୍ଥ୍ୟ ରକ୍ଷକ – ବାଇକ୍ ଆମ୍ଵୁଲାନ୍ସ’। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର କିଛି ଦୁର୍ଗମ ଅଞ୍ଚଳରେ ଏହି ସେବା ଜାରି ରହିଛି। ଦେଖନ୍ତୁ ଭିଡିଓ…

Comment