ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କଲା କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ। ଓଡ଼ିଆ ହକି ଷ୍ଟାର ଦୀପଗ୍ରେସ ଏକ୍କା ପାଇବେ ଅର୍ଜୁନ ପୁରସ୍କାର। ଟେବୁଲ ଟେନିସ ଖେଳାଳି ଶରତ କମଲଙ୍କୁ ଖେଳରତ୍ନ ପୁରସ୍କାର। ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବେ ଅଚିନ୍ତ ଶରତ କମଲ। ମୋଟ୍ ୨୫ କ୍ରୀଡ଼ାବିତ୍ ପାଇବେ ଅର୍ଜୁନ ପୁରସ୍କାର।

Comment