ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୁରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଜିଏସଟି ଫାଙ୍କିବା ଅଭିଯୋଗରେ ବାରିପଦାର ବିଶିଷ୍ଟ ବ୍ୟବସାୟୀ ବଳରାମ ସାହୁଙ୍କ ବାସଗୃହ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି।

ବାରିପଦାର ବ୍ୟବସାୟୀ ବଳରାମ ସାହୁ ଏଫଏମସିଜି ପ୍ରଡକ୍ଟ ସହ ଅନ୍ୟାନ୍ୟ ବ୍ୟବସାୟ କରନ୍ତି। ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ କରୁଥିଲେ ମଧ୍ୟ ଟିକସ ଦେଉନଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନ ଧରି ଟିକସ ଫାଙ୍କିବା ଅଭିଯୋଗରେ ଆଜି ବଳରାମଙ୍କର ଘର ସମେତ ୬ଟି ସ୍ଥାନରେ ଚଢ଼ଉ କରାଯାଇ ଯାଞ୍ଚ ଚାଲିଛି।

Tags: #GST #GSTRaid #Baripada #BalaramSahu

LEAVE A REPLY

Please enter your comment!
Please enter your name here