ଓଡ଼ିଆ ସିନେ ଜଗତର ଜଣେ ଜଣାଶୁଣା ନିର୍ଦ୍ଦେଶକ ପ୍ରଣବ ଦାସ। ଭିନ୍ନ ସ୍ୱାଦର କାହାଣୀ ସାଙ୍ଗକୁ ଦମଦାର ଡାଇଲଗ ପାଇଁ ତାଙ୍କ ଫିଲ୍ମକୁ ପସନ୍ଦ କରନ୍ତି ଦର୍ଶକ। ଓଡ଼ିଆ ସିନେ ଜଗତକୁ ବହୁ ସୁପରହିଟ ଫିଲ୍ମ ଭେଟି ଦେଇଥିବା ପ୍ରଣବ କହନ୍ତି, ଗାଁରେ ସେ ବଢ଼ିବା ଆଉ ସେଇ ପରିବେଶରୁ ସେ ଯେଉଁ ଚରିତ୍ରମାନଙ୍କ ସହ ମିଶିଥିଲେ, ପରବର୍ତ୍ତୀ ସମୟରେ ସେହି ଅନୁଭୂତି ତାଙ୍କୁ ନିର୍ଦ୍ଦେଶନା ଜଗତକୁ ଟାଣି ଆଣିଥିଲା।

Comment