ମାଟି। ଆପଣଙ୍କ ପାଇଁ ଖାଲି ମାଟି ହୋଇପାରେ, କିନ୍ତୁ ସେମାନଙ୍କ ପାଇଁ ବଞ୍ଚିବାର ରାହା। ନିଜର ସୃଜନଶୀଳତା ଦେଖାଇବାର ମାଧ୍ୟମ। ଅର୍ଥାତ ଜୀବିକା ଆଉ ସ୍ୱପ୍ନ। ଏହି ମାଟି ସହ ଦିନ ରାତି ଏକ କରି ଓଡ଼ିଶାର ମୃତ୍ତିକା କାରିଗରମାନେ ଆଜି ପାଇଛନ୍ତି ଏକ ନୂଆ ପରିଚୟ। ଓଡ଼ିଶାର ପାରମ୍ପରିକ ମୃତ୍ତିକା କଳା ଓ କାରିଗରଙ୍କ ଜୀବନକୁ ନେଇ ଓଡ଼ିଶାଲାଇଭର ସ୍ୱତନ୍ତ୍ର ରିପୋର୍ଟ। ଦେଖନ୍ତୁ ଭିଡିଓ…

Comment