ହକି ହିରୋ ଦିଲ୍ଲୀପ ତିର୍କୀଙ୍କ କ୍ରୀଡ଼ା ଜୀବନ ଉପରେ ବିଶେଷ ପ୍ରଦର୍ଶନୀ ‘ସାବାସ୍ ଦିଲ୍ଲୀପ’। ନଭେମ୍ଵର ୨୪ ଓ ୨୫ ତାରିଖ ଦୁଇଦିନ ଧରି ଭୁବନେଶ୍ଵରର ଜୟଦେବ ଭବନରେ ଚାଲିଥିବା ଏହି ପ୍ରଦର୍ଶନୀରେ ସ୍ଥାନ ପାଇଥିଲା ଦିଲ୍ଲୀପ ତିର୍କୀଙ୍କ ହକି କ୍ୟାରିୟରର କିଛି ବିଶେଷ ମୁହୂର୍ତ୍ତର ଫଟୋଚିତ୍ର, ପୁରସ୍କାର, ତାଙ୍କ ବ୍ୟବହୃତ ହକି ଷ୍ଟିକ୍, ବଲ୍ ଓ ଜର୍ସି। ଏହି ପ୍ରଦର୍ଶନୀ ବୁଲି ଦିଲ୍ଲୀପଙ୍କ ବିଷୟରେ ଅନେକ କଥା ଜାଣିବାକୁ ପାଇଲେ କ୍ରୀଡ଼ାପ୍ରେମୀ। ଦେଖନ୍ତୁ ଭିଡିଓ…

Comment