ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଡ଼ିଆ ସଙ୍ଗୀତ ଜଗତର ଜଣେ ପରିଚିତ ନାଁ ଟି ସୌରୀ। ଆଲବମ୍, ଅର୍କେଷ୍ଟ୍ରା, ସିନେମା ଗୀତ ହେଉ କି ଭଜନ, ସଙ୍ଗୀତର ସବୁ କ୍ଷେତ୍ରରେ ନିଜ ନିଆରା କଣ୍ଠସ୍ଵର ମାଧ୍ୟମରେ ସେ ସମସ୍ତଙ୍କୁ ମତୁଆଲା କରିଛନ୍ତି। ଖାସ୍ କରି ହାଇ ପିଚ୍ ବା ଉଚ୍ଚା ସ୍ଵରରେ ଗୀତ ଗାଇବା ତାଙ୍କୁ ଅନ୍ୟ କଣ୍ଠଶିଳ୍ପୀଙ୍କଠାରୁ ସ୍ଵତନ୍ତ୍ର କରିପାରିଛି। ‘ସୀତାଲୋ ଆଜି ଜଳୁଛି ଯାହାର ଚିତାଲୋ…’ ହେଉଛି ଟି ସୌରୀ ଗାଇଥିବା ଏକ ଚିରସବୁଜ ଗୀତ।

‘ଓଡ଼ିଶାଲାଇଭ୍’ର ବିଶେଷ ସାକ୍ଷାତକାରରେ ଯୋଡ଼ିହୋଇ ଟି ସୌରୀ ତାଙ୍କ ସଙ୍ଗୀତ ଏବଂ ବ୍ୟକ୍ତିଗତ ଜୀବନର କିଛି ମିଠା ମିଠା ଅନୁଭୂତି ବିଷୟରେ କହିଛନ୍ତି।

Tags: #TShourie #TSouri #Odisha #OdiaSinger #Entertainment

LEAVE A REPLY

Please enter your comment!
Please enter your name here