ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

 ଆଜି ବିଶ୍ଵ ସ୍ଵାସ୍ଥ୍ୟ ଦିବସ। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଏବଂ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ – ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’। 

ବର୍ତ୍ତମାନ ସମୟରେ ମୋବାଇଲ ଏକ ନିଶା ପାଲଟିଗଲାଣି। ଛୋଟ ପିଲାମାନେ ଦିନକୁ ଦିନ ମୋବାଇଲ ଫୋନ ସହିତ ଜଡ଼ିତ ହେବାର ଦେଖିବାକୁ ମିଳୁଛି। ବାପା ମା’ମାନେ ମଧ୍ୟ ପିଲାକୁ ସମ୍ଭାଳିବା ପାଇଁ ତାଙ୍କ ହାତରେ ମୋବାଇଲ ଧରାଇ ଦେଉଛନ୍ତି।

ଏଣିକି ମୋବାଇଲ ଫୋନର ବିଭିନ୍ନ କୁପ୍ରଭାବ ଯେ ପିଲାଙ୍କ ଉପରେ ପଡ଼ୁଛି, ତାହା ଅନେକଙ୍କୁ ଅଜଣା। ତେବେ ପିଲାମାନଙ୍କ ପାଇଁ ମୋବାଇଲ ନିଶା କେତେ ବିପଦ।

ପିଲାମାନଙ୍କ ଅତ୍ୟଧିକ ଫୋନ ବ୍ୟବହାର କେତେ ଖରାପ?  ବାପା, ମା’ଙ୍କୁ କ’ଣ କରିବା ଦରକାର?  ଏନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ଼ଙ୍କଠାରୁ ଜାଣିବା ପାଇଁ ଦେଖନ୍ତୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ।

Tags: #WorldHealthDay2023 #AmaSwasthyAmaJibana #HealthForAll #ChildCare #Mobilehabbit #Healthylife #OdiaHealthTips

 

LEAVE A REPLY

Please enter your comment!
Please enter your name here