ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

 ଏକ ସୁସ୍ଥ ଶିଶୁ ଜନ୍ମ ହେବା ପାଇଁ ଗର୍ଭାବସ୍ଥାରେ ମା’ର ସୁସ୍ଥ ରହିବା ନିହାତି ଜରୁରୀ। ଏହା ଦ୍ଵାରା ଉଭୟ ଶିଶୁ ଓ ମା’ର ଶରୀର ସୁସ୍ଥ ରହିଥାଏ।

ଏଥିପାଇଁ ଆମକୁ ଉଭୟଙ୍କ ଠିକ ଭାବେ ଯତ୍ନ ନେବାକୁ ପଡ଼ିବ। ଏଥିପାଇଁ ମା’ର ଖଦ୍ୟପେୟ ବିଷୟରେ ଲୋକଙ୍କୁ ସଚେତନ ହେବା ଆବଶ୍ୟକ।

ତେବେ, ଜଣେ ଗର୍ଭବତୀ ମହିଳା କେମିତି ନିଜର ଯତ୍ନ ନେବେ? ଗର୍ଭାବସ୍ଥାରେ କ’ଣ ଖାଇବେ କ’ଣ ନାହିଁ। ସେ ନେଇ ବିଶିଷ୍ଟ ଡାଏଟିସିଆନ୍‌ ଡାକ୍ତର ସୁନିତା ସାହୁ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #MothersDay #MotherCare #Pregnancy #HealthAwareness #AmaSwasthyAmaJibana

Comment