ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମାତୃତ୍ୱ ଭଗବାନଙ୍କର ଶ୍ରେଷ୍ଠ ଓ ସୁନ୍ଦରତମ ସୃଷ୍ଟି। ଏହି ସମୟରେ ମା’ ସୁସ୍ଥ ରହିଲେ ଗର୍ଭସ୍ଥ ଶିଶୁ ମଧ୍ୟ ସୁସ୍ଥ ରହିଥାଏ। ତେଣୁ ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଯତ୍ନ, ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଆହାର ଓ ଆବଶ୍ୟକ ମୁତାବକ ପାଣି ପିଇବା ନିହାତି ଆବଶ୍ୟକ।

ତେବେ ଜଣେ ଗର୍ଭବତୀ ମହିଳା ଗର୍ଭଧାରଣ ପୂର୍ବରୁ, ଗର୍ଭାବସ୍ଥାରେ ଏବଂ ପ୍ରସବ ପରେ କିଭଳି ନିଜର ଯତ୍ନ ନେବେ? ଏନେଇ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲ୍‌କତା ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଳସ ଓଡ଼ିଆର ଏହି ଭିଡିଓରେ।

Tags: #MotherCare #MothersDay #pregnancy #DoctorsAdvice

Comment