ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଗର୍ଭାବସ୍ଥାରେ ଜଣେ ମା’ର ଯତ୍ନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। କାରଣ ସୁସ୍ଥ ଶିଶୁଟିଏ ଜନ୍ମ ହେବା ପାଇଁ ହେଲେ ଗର୍ଭାବସ୍ଥାରେ ହିଁ ମା’ର ଯତ୍ନ ନିହାତି ଦରକାର ବୋଲି ଡାକ୍ତର କୁହନ୍ତି।

ତେବେ ଜଣେ ଗର୍ଭବତୀ ମହିଳାଙ୍କର ଯତ୍ନ କେମିତି ନେବେ? ଗର୍ଭାବସ୍ଥାରେ କ’ଣ କରିବା ଉଚିତ, କ’ଣ କରିବା ଉଚିତ୍ ନୁହେଁ? ସେ ନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଳସ ଓଡ଼ିଆର ଏହି ଭିଡିଓରେ।

Tags: #MotherCare #MothersDay #Pregnancy #DoctorsAdvice

Comment