ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଗର୍ଭାବସ୍ଥାରେ ଜଣେ ମା’ଙ୍କର ଯେତିକି ଯତ୍ନ ନେବାର ଆବଶ୍ୟକତା ରହିଛି, ପ୍ରସବ ପରେ ମଧ୍ୟ ତା’ଠାରୁ ଅଧିକ ଯତ୍ନ ନେବାର ଆବଶ୍ୟକତା ରହିଛି। ଖାସ କରି ସିଜରିଆନ୍‌ ଡେଲିଭରି ପରେ ଜଣେ ମା’ର ଯତ୍ନ ନେବା ବେଶ୍ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ।

ତେବେ ସିଜରିଆନ ଡେଲିଭରି ପରେ ମା’ର ଯତ୍ନ କିପରି ନେବେ? ସେ ନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଳସ ଓଡ଼ିଆର ଏହି ଭିଡିଓରେ।

Tags: #MotherCare #Pregnancy #DoctorsAdvice #CesareanDelivery

LEAVE A REPLY

Please enter your comment!
Please enter your name here