ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସେବେର ଶିଶୁ କଳାକାର, ଆଜିର ନାୟକ ସାଜିଛନ୍ତି। ଓଲିଉଡ୍ ଜଗତରେ ସେ ଲଭର୍ ବୟ। ସେ ହେଉଛନ୍ତି ଅଭିନେତା ସ୍ଵରାଜ ବାରିକ। ନିଜ ଅଭିନୟ ଯାଦୁରେ ପିଲାଟିବେଳୁ ଆଜିଯାଏଁ ସେ ଦର୍ଶକଙ୍କୁ ବାନ୍ଧି ରଖିପାରିଛନ୍ତି। ଓଡ଼ିଶାଲାଇଭର ସ୍ଵତନ୍ତ୍ର ସାକ୍ଷାତକାରରେ ଶିଶୁ କଳାକାରରୁ ନେଇ ହିରୋ ହେବା ପର୍ଯ୍ୟନ୍ତ ଅଭିନୟର ଯାତ୍ରା ବାବଦରେ ଆଲୋଚନା କରିଛନ୍ତି ସ୍ଵରାଜ। ଦେଖନ୍ତୁ ଭିଡିଓ।

Tags: #SwarajBarik #Ollywood #OdiaCinema #Entertainment #ActorSwarajBarik

LEAVE A REPLY

Please enter your comment!
Please enter your name here