ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡ ସିନେ ଜଗତର ଲଭର୍ ବୟ ହେଉଛନ୍ତି ଅଭିନେତା ସ୍ଵରାଜ ବାରିକ। ଦିନେ ଶିଶୁ କଳାକାର ଭାବେ ଅଭିନୟ କରୁଥିବା ସ୍ଵରାଜ ଏବେ ନାୟକ ଭୂମିକାରେ କମାଲ ଦେଖାଉଛନ୍ତି। ନିଜ ଅଭିନୟ ଯାଦୁରେ ସେ ଦର୍ଶକଙ୍କୁ ବାନ୍ଧି ରଖୁଛନ୍ତି।

ଅଭିନେତା ସ୍ଵରାଜ କୁହନ୍ତି, “ବାରିପଦା ମାଟିରେ ରହିଛି କଳାର ଏକ ନିଆରା ବାସ୍ନା। ସେଠି କଳା ଆଉ କଳାକାରଙ୍କୁ ବେଶ୍ ସମ୍ମାନ ମିଳେ। କଳାକାରଙ୍କୁ ଆଗକୁ ବିଢ଼ିବାକୁ ବାରିପଦା ମାଟି ପ୍ରେରଣା ଯୋଗାଏ। ଏ ମାଟି ଓଡ଼ିଆ ସିନେ ଜଗତକୁ ଅନେକ କଳାକାର ଭେଟି ଦେଇଛି।”

ଓଡ଼ିଆ ସିନେ ଅଭିନେତା ସ୍ଵରାଜ ବାରିକଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #swarajbarik #ollywoodnews #actor #odiaactor #cinemaactor #odiacinema

LEAVE A REPLY

Please enter your comment!
Please enter your name here