ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତିପ୍ରାଣର ପରିଚୟ। ପରାଧୀନ ଭାରତରେ ଉତ୍କଳ ମାତାର ବନ୍ଦନା କରି ଓଡ଼ିଆମାନଙ୍କୁ ଉତ୍କଳୀୟ ଭାବନାରେ ଉଦ୍‌ବୁଦ୍ଧ ହେବାକୁ ସେ କେତୋଟି କବିତା ଲେଖିଥିଲେ।

ଆଜି ଉତ୍କଳ ଦିବସ ବା ଓଡ଼ିଶା ଦିବସ ଅବସରରେ ମଧୁବାବୁଙ୍କର ସେହି କାଳଜୟୀ କବିତାଗୁଡ଼ିକ ମଧ୍ୟରୁ ‘ଗଙ୍ଗା ଗୋଦାବରୀ ଯମୁନା କାବେରୀ’ ଶୁଣନ୍ତୁ ଏହି ଭିଡିଓରେ।

Tags: #UtkalDivas #UtkalaDibasa #OdishaDibasa #UtkalGouravMadhusudanDas

LEAVE A REPLY

Please enter your comment!
Please enter your name here