ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତିପ୍ରାଣର ପରିଚୟ। ପରାଧୀନ ଭାରତରେ ଉତ୍କଳ ମାତାର ବନ୍ଦନା କରି ଓଡ଼ିଆମାନଙ୍କୁ ଉତ୍କଳୀୟ ଭାବନାରେ ଉଦ୍‌ବୁଦ୍ଧ ହେବାକୁ ସେ କେତୋଟି କବିତା ଲେଖିଥିଲେ।

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମଧୁବାବୁଙ୍କର ସେହି କାଳଜୟୀ କବିତାଗୁଡ଼ିକ ମଧ୍ୟରୁ ‘ଆହେ ବିଶ୍ଵପତି ଘୁଞ୍ଚାଅ ବିସ୍ମୃତି’ ଶୁଣନ୍ତୁ ଏହି ଭିଡିଓରେ।

Tags: #MadhuBabu #UtkalGouravMadhusudanDas #MadhusudanDas #MadhuBarrister #Poetry #ଉତ୍କଳଗୌରବମଧୁସୂଦନଦାସ #ମଧୁବାବୁ #ଆହେବିଶ୍ଵପତିଘୁଞ୍ଚାଅବିସ୍ମୃତି

LEAVE A REPLY

Please enter your comment!
Please enter your name here