ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନେ ପରାଧୀନ ଭାରତରେ ଅଖଣ୍ଡ ଉତ୍କଳ ପ୍ରଦେଶ ଗଠନର ସ୍ଵପ୍ନ ଦେଖିଥିଲେ ଉତ୍କଳଗୌରବ ମଧୁସୂଦନ ଦାସ। ସେହି ସ୍ଵପ୍ନକୁ ସତ କରିବାକୁ ସେ ଉତ୍କଳର ସନ୍ତାନମାନଙ୍କୁ ଏକାଠି ହେବାକୁ ଆହ୍ଵାନ ଦେଇଥିଲେ।

୧୯୩୬ ମସିହାରୁ ସ୍ଵତନ୍ତ୍ର ଓଡ଼ିଶା ଗଠିତ ହେଲାଣି। କିନ୍ତୁ ‘ଉଠରେ ଉଠରେ ଉତ୍କଳ ସନ୍ତାନ’ ଗୀତଟି ଏବେବି କୋଟି କୋଟି ଓଡ଼ିଆଙ୍କ ପ୍ରାଣରେ ଉତ୍ସାହ ଓ ଶିହରଣ ସୃଷ୍ଟି କରେ। ସମ୍ଭବତଃ ଏହା ହେଉଛି ମଧୁପ୍ରେମୀଙ୍କ ସବୁଠାରୁ ଆପଣାର କବିତା।

ସଂଗୀତ ଓ କଣ୍ଠଦାନ: ଛନ୍ଦା ମିଶ୍ର

ସଂଗୀତ ପରିଚାଳନା: ସଚ୍ଚିକାନ୍ତ  ରତିକାନ୍ତ

ପ୍ରସ୍ତୁତି: ସୂଚନା  ଲୋକସମ୍ପର୍କ ବିଭାଗଓଡ଼ିଶା ସରକାର

ଡିଜିଟାଲ୍‌ ପ୍ରସାରଣ: ଓଡ଼ିଶାଲାଇଭ୍

Tags: #MadhuBabu #PopularPoetry #UtkalGouravMadhusudanDas #MadhusudanDas #MadhuBarrister #ଉତ୍କଳଗୌରବମଧୁସୂଦନଦାସ #ମଧୁବାବୁ

LEAVE A REPLY

Please enter your comment!
Please enter your name here