ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତିପ୍ରାଣର ପରିଚୟ। ପରାଧୀନ ଭାରତରେ ଉତ୍କଳ ମାତାର ବନ୍ଦନା କରି ଓଡିଆମାନଙ୍କୁ ଉତ୍କଳୀୟ ଭାବନାରେ ଉଦବୁଦ୍ଧ ହେବାକୁ ସେ କେତୋଟି କବିତା ଲେଖିଥିଲେ।

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମଧୁବାବୁଙ୍କର ସେହି କାଳଜୟୀ କବିତାଗୁଡ଼ିକ ମଧ୍ୟରୁ ‘ତୁ ପରା ବୋଲାଉ ଉତ୍କଳ ସନ୍ତାନ’ ଶୁଣନ୍ତୁ ଏହି ‘ଓଡ଼ିଶାଲାଇଭ୍’ର ଭିଡିଓରେ।

Tags: #MadhuBabu #UtkalGouravMadhusudanDas #MadhusudanDas #MadhuBarrister #ଉତ୍କଳଗୌରବମଧୁସୂଦନଦାସ #ମଧୁବାବୁ

LEAVE A REPLY

Please enter your comment!
Please enter your name here