ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପିଲାମାନଙ୍କୁ ଟଏଲେଟ୍‌ ଟ୍ରେନିଂ ଦେବା ନିହାତି ଜରୁରୀ। ଏହା ଦ୍ୱାରା ପିଲାମାନେ ସ୍ୱାଧୀନ ଭାବେ ଟଏଲେଟ୍‌ର ବ୍ୟବହାର କରିପାରିବେ। ଅଭିଭାବକମାନେ ପିଲାଙ୍କୁ ୨ ବର୍ଷ ବୟସରୁ ଟଏଲେଟ୍‌ ଟ୍ରେନିଂ ଦେବା ଆବଶ୍ୟକ ବୋଲି ଡାକ୍ତର କୁହନ୍ତି।

ତେବେ ପିଲାଙ୍କୁ ଟଏଲେଟ୍ ଟ୍ରେନିଂ କେମିତି ଦେବେ, ସେ ସମ୍ପର୍କରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହମୟୀ ନାୟକଙ୍କଠାରୁ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #ToiletTraining #Children #DoctorsAdvice #OdiaHealthTips

Comment