ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ସେକ୍ସ ଏଜୁକେସନ ବିଷୟରେ ଜଣାଇବା ନିହାତି ଜରୁରୀ। ଏହା ଦ୍ୱାରା ସେମାନେ ଅବାଞ୍ଛିତ ଗର୍ଭଧାରଣ, ଯୌନ ସଞ୍ଚାରିତ ରୋଗ ବିଷୟରେ ଜାଣିପାରିବେ ଓ ନିଜକୁ ସୁରକ୍ଷିତ ରଖିପାରିବେ ବୋଲି ଡାକ୍ତର କୁହନ୍ତି।
ପିଲାଙ୍କୁ ସେକ୍ସ ଏଜୁକେସନ୍ ବିଷୟରେ ବୁଝାଇବା କେତେ ଆବଶ୍ୟକ, ଶାରୀରିକ ସମ୍ପର୍କ ପାଇଁ ଉପଯୁକ୍ତ ବୟସ କେତେ, ଅସୁରକ୍ଷିତ ଯୌନ ସମ୍ପର୍କ ରଖିଲେ କ’ଣ କରିବେ, ସେ ସମ୍ପର୍କରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କରଙ୍କଠାରୁ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #SexEducation #Teenager #ParentingTips #DoctorsAdvice #OdiaHealthTips