ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସାହିତ୍ୟ ଜଗତର ଜଣେ ପରିଚିତ ଚେହେରା ସରୋଜିନୀ ସାହୁ। ଜଣେ ନାରୀବାଦୀ ଲେଖିକା ଭାବେ ସେ ଖୁବ୍ ଚର୍ଚ୍ଚିତ। ତାଙ୍କ ଲିଖିତ ଗଳ୍ପ, ଉପନ୍ୟାସ ପାଠକ ମହଲରେ ବେଶ ଆଦୃତ। ସାହିତ୍ୟ ଜଗତକୁ ତାଙ୍କର ଏଇ ବିଶେଷ ଅବଦାନ ଲାଗି ସେ ଶାରଳା ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି।

ଓଡ଼ିଶାଲାଇଭର ବିଶେଷ ସାକ୍ଷାତକାରରେ ଦେଖନ୍ତୁ ବିଶିଷ୍ଟ ଲେଖିକା ଡକ୍ଟର ସରୋଜିନୀ ସାହୁଙ୍କ ଜୀବନ-ସାହିତ୍ୟ-କଥା।।

Tags: #DrSarojiniSahoo #Author #Literature #OdiaLiterature #Odisha

Comment