ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସାହିତ୍ୟ ଜଗତର ଜଣେ ପରିଚିତ ଚେହେରା ଡକ୍ଟର ସରୋଜିନୀ ସାହୁ। ଜଣେ ନାରୀବାଦୀ ଲେଖିକା ଭାବେ ସେ ଖୁବ୍ ଚର୍ଚ୍ଚିତ।

ବିଶିଷ୍ଟ କଥାକାର ଜଗଦୀଶ ମହାନ୍ତିଙ୍କ ପତ୍ନୀ ହେଉଛନ୍ତି ଡକ୍ଟର ସରୋଜିନୀ ସାହୁ। ୨୦୧୩ରେ ଏକ ଦୁର୍ଘଟଣାରେ ଜଗଦୀଶଙ୍କର ଅକାଳ ବିୟୋଗ ପରେ ସରୋଜିନୀ ଡିପ୍ରେସନକୁ ଚାଲିଯାଇଥିଲେ। ଫଳରେ ଦୀର୍ଘ ୨ ବର୍ଷ ପର୍ଯ୍ୟନ୍ତ ସେ ଲେଖାଲେଖି ଛାଡ଼ି ଦେଇଥିଲେ।

ବିଶିଷ୍ଟ ଲେଖିକା ଡକ୍ଟର ସରୋଜିନୀ ସାହୁଙ୍କ ସାହିତ୍ୟ ଜୀବନ ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #DrSarojiniSahoo #Author #Literature #OdiaLiterature #Odisha

Comment