ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ନାଁ ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ସିନେ ପରଦାରେ ସେ ସାଜିଛନ୍ତି କେବେ ନାୟକ ତ କେବେ ଖଳନାୟକ।

‘କାଉଁରୀ କନ୍ୟା’ ଚଳଚ୍ଚିତ୍ର ଜରିଆରେ ଓଲିଉଡରେ ଡେବ୍ୟୁ କରିଥିଲେ ଅର୍ଦ୍ଧେନ୍ଦୁ। କେବଳ ଅଭିନୟ ନୁହେଁ ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ଯୋଡ଼ି ହୋଇଛନ୍ତି ସେ।

ଓଡ଼ିଶାଲାଇଭ୍ ସହ ସାକ୍ଷାତକାର ବେଳେ ରୋମାନ୍ସରୁ ଆକ୍ସନ ପର୍ଯ୍ୟନ୍ତ ନିଜର ଅଭିନୟ ଯାତ୍ରା ବିଷୟରେ ଆଲୋଚନା କରିଛନ୍ତି ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ଦେଖନ୍ତୁ ଭିଡିଓ।

Tags: #ArdhenduSundarSahu #Actor #OdiaCinema #Ollywood #Interview

Comment